ବିଶେଷ ଧରଣର ଜନନ(i) ଅସମାୟିତ ଜନନ :
ସମାୟନ ବା ନିଷେକ ନ ହୋଇ ଡିମ୍ବାଣୁର ବୃଦ୍ଧି ଘଟି ଭ୍ରୂଣ ସୃଷ୍ଟି ହେଲେ ତାହାକୁ ଅସମାୟିତ ଜନନ ବା ଅନିଷେକ ଜନନ (Parthenogenesis) କୁହାଯାଏ । ଉଦ୍ଭିଦରେ ସମାୟନ ନହୋଇ ଫଳ ସୃଷ୍ଟି ହୋଇଥାଏ । ଏହାକୁ ଅଯୁଗ୍ମିତ ଫଳନ (Parthenocarpy) କୁହାଯାଏ । ଏହି ପଦ୍ଧତିରେ ଜାତ ଫଳ ମଞ୍ଜି ଶୂନ୍ୟ ହୋଇଥାଏ । ଏହି ଫଳକୁ ଅସମାୟିତ ଫଳ ବା ମଞ୍ଜିବିହୀନ ଫଳ (Parthenocarpic fruit) କୁହାଯାଏ ।
(ii) ଟିସୁ ପୋଷଣ (Tissue Culture)
ଉଭିଦର ଜୀବନ୍ତକୋଷ କିମ୍ବା ସେହି କୋଷଗୁଡ଼ିକରୁ ଜାତହୋଇଥିବା ଉଭିଦ ପୂର୍ଣ୍ଣବିଭବୀ ବା ସର୍ବକ୍ଷମ (Totipotent) । ଅର୍ଥାତ୍ ସେହି ଏକକଗୁଡ଼ିକରେ ଗୋଟିଏ ଉଭିଦ ସୃଷ୍ଟି କରିବା କ୍ଷମତା ଥାଏ । ଏଣୁ ଏକ ଜୀବନ୍ତ ଜୀବକୋଷ କିମ୍ବା ଜୀବନ୍ତ ଟିସୁକୁ ପ୍ରସ୍ତୁତ ଜୀବାଣୁମୁକ୍ତ (Aseptic) ପୋଷାକ ମାଧ୍ୟମରେ ବୃଦ୍ଧି କରାଇ ଏକ ପ୍ରତିରୂପୀ (Cloned) ଉଦ୍ଭିଦ ସୃଷ୍ଟି ପର୍ଯ୍ୟନ୍ତ ସମସ୍ତ କୋଷୀୟ ଗଠନକୁ ଟିସୁ ପୋଷଣ କୁହାଯାଏ ।
ଏହି ପ୍ରକ୍ରିୟାରେ ପ୍ରଥମେ ଗୋଟିଏ ଉଭିଦର ଉପଯୁକ୍ତ ସୁସ୍ଥ ଓ ତରୁଣଅଂଶ ଚୟନ କରାଯାଏ ଓ ସେହି ଅଂଶକୁ ଉଦ୍ଭିଦରୁ ପୃଥକ କରାଯାଏ । ତାହାକୁ ବିସ୍ତାପିତ ଅଂଶ ବା ଏକପ୍ଲାଣ୍ଟ (Explant) କୁହାଯାଏ ।
ସେହି ଏକ୍ସପ୍ଲାଣ୍ଟକୁ ନେଇ ଉପଯୁକ୍ତ ପୋଷାକରେ ସ୍ଥାପନ କଲେ, କିଛି ଦିନ ପରେ ସେଥିରୁ କାଲସ (Callus) ବାହାରେ ।
କାଲସର ପରବର୍ତ୍ତୀ ବୃଦ୍ଧି ଓ ବିଭେଦନ ପାଇଁ ସେଗୁଡ଼ିକୁ ନିର୍ଦ୍ଦିଷ୍ଟ ହରମୋନ୍ ଥିବା ପୋଷକକୁ ସ୍ଥାନାନ୍ତରିତ କରାଯାଏ ।
କାଲସର ପୁନକର୍ଷଣ ଦ୍ୱାରା ସେଥିରୁ ଚାରା ଉଭିଦ (Plantlet) ବାହାରେ । ଚାରା ଉଭିଦଗୁଡ଼ିକୁ ନିୟନ୍ତ୍ରିତ ଅବସ୍ଥାରେ ବୃଦ୍ଧି କରାଗଲେ ତାହା ସମ୍ପୂର୍ଣ ଉଭିଦରେ ପରିବର୍ତ୍ତିତ ହୁଏ । ଏହି ପ୍ରକ୍ରିୟାକୁ ସୂକ୍ଷ୍ମ ବଂଶବିସ୍ତାର (Micropropagation) କୁହାଯାଏ ।
(i) ଅସମାୟିତ ଜନନ :